Please wait...

 
Trending Now
  • ଗ୍ୟାସ ସିଲଣ୍ଡର ମିଳୁନି, ମାଡ଼ ଖାଇଲା ବାହାଘର ଭୋଜି ମୁଣ୍ଡରେ ହାତ ଦେଲେଣି ବର କନ୍ୟା ପରିବାର, ଦର୍ ବଢାଇଲେ ଆୟୋଜକ
  • ନବୀନଙ୍କ ଟେନ ସନ୍, ବୈଠକକୁ ଆସିଲେନି ୬ ବିଧାୟକ
  • ରାଜ୍ୟ ସଭା ନିର୍ବାଚନ : ନବୀନଙ୍କୁ ଘାରିଲାଣି ପରାଜୟ ଭୟ, ବୋଲ ମାନୁ ନାହାନ୍ତି ଦଳୀୟ ବିଧାୟକ
  • ରାଜ୍ୟ ସଭା ନିର୍ବାଚନ : କ୍ରସ୍ ଭୋଟିଂ ଭୟ, ହ୍ବିପ୍ ଜାରି କଲେ ବିଜେଡି, କଂଗ୍ରେସ
  • ଅପରେସନ ସାଇବର କବଚ : ୩୭,୦୯୪ଟି ମ୍ୟୁଲ୍ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ, ୩୬୫ଜଣ ଅଭିଯୁକ୍ତ ଗିରଫ
Sunday, Mar 22, 2026
Published on: Thursday, March 12, 2026
ରାଜ୍ୟ

ଖରାଦିନେ ହେବନି ବିଦ୍ୟୁତ୍‌ କାଟ


ଭୁବନେଶ୍ୱର, (ନିପ୍ର) : ଦିନକୁ ଦିନ ଗ୍ରୀଷ୍ମର ପ୍ରକୋପ ବଢିବାରେ ଲାଗିଛି। ପାଣି ପାଇଁ ପଶ୍ଚିମ ଓଡ଼ିଶାରେ ଲୋକମାନେ ଡହଳ ବିକଳ ହେଉଛନ୍ତି। ମାର୍ଚ୍ଚ ମାସରୁ ଏମିତି ହେଲାଣି। ଆଗକୁ ଆହୁରି ଅସମ୍ଭାଳ ହେବ। ତେବେ ରାଜ୍ୟରେ ଖରାଦିନେ ବିଦ୍ୟୁତ୍‌ କାଟ ହେବନାହିଁ । ୩୧ ପୌରାଞ୍ଚଳ ପାଇଁ ପ୍ରସ୍ତୁତ ହେବ ସ୍ୱତନ୍ତ୍ର ହିଟୱେଭ ଆକ୍ସନ ପ୍ଲାନ। ୧୦ ପୌରାଞ୍ଚଳ ହିଟୱେଭ ଆକ୍ସନ ପ୍ଲାନ ପ୍ରସ୍ତୁତ ହୋଇଛି। 

୩୦ ଜିଲ୍ଲା ଓ କଟକ ଭୁବନେଶ୍ୱର ଟ୍ୱିନ ସିଟି ପାଇଁ ପ୍ରସ୍ତୁତ ହୋଇଛି  । ହିଟୱେଭ ଆକ୍ସନ ପ୍ଲାନଜାତୀୟ ବିପର୍ଯ୍ୟୟ ତାଲିକାରେ ସାମିଲ ହେବ । ଏନେଇ ରଜ୍ୟସରକାର ୧୬ତମ ଅର୍ଥ କମିଶନଙ୍କୁ ସୁପାରିସ କରିଛନ୍ତି। ରାଜସ୍ୱ ଓ ବିପର୍ଯୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ବିଧାନ ସଭାରେ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି। 

 

ସାମ୍ପ୍ରତିକ ଖବର